ବିମୋହୀ
ଦେଖଣା
ବିମୋହୀ
ଉଚ୍ଚାରଣ
[ସମ୍ପାଦନା](ବିମୋହିନୀ, ବିମୋହିକାସ୍ତ୍ରୀ, ବିମୋହକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଂ—(ବିମୋହ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ବିମୁଗ୍ଧକାରୀ —୧. Charming; enchanting.
- ୨. ଭ୍ରମରେ— ପକାଇବା (ବ୍ୟକ୍ତି) —୨. Causing a person to commit errors.
- ୩. ଯେ ମୂର୍ଚ୍ଛିତ କରାଏ — ୩. Causing senselessness.
- ୪. କଠୋର— ହୃଦୟ; ନିଷ୍ଠୁର (ହିନ୍ଦୀ - ଶ.) —୪. Cruel.