Jump to content

ବିମ୍ଳାନ

ଉଇକିଅଭିଧାନ‌ରୁ

ବିମ୍ଳାନ

ଉଚ୍ଚାରଣ

[ସମ୍ପାଦନା]
(ବିମ୍ଳାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବି+ମ୍ଳୌ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ନିର୍ମଳ — ୧. Bright.
୨. ଅମଳିନ —୨. Unsoiled; unfaded.
୩. ତଟାକା —୩. Fresh.