Jump to content

ବିମ୍ୱ

ଉଇକିଅଭିଧାନ‌ରୁ

ବିମ୍ୱ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି—(ବୀ ଧାତୁ=ଗମନ କରିବା, ଦୀପ୍ତି ପାଇବା+ବ; ନିପାତନ)

୧. ବୁଦ୍ୱୁଦ୍ —୧. Bubble.
୨. ଚନ୍ଦ୍ର ବା ସୂର୍ଯ୍ୟର ମଣ୍ଡଳ —୨. The disc of the sun or the moon.
୩. ପ୍ରତିବିମ୍ୱ; କୌଣସି ପଦାର୍ଥର ଜଳାଦିରେ ପ୍ରତିଫଳିତ ଛାୟା —୩. Reflected image.
୪. ମଣ୍ଡଳାକାର; ଗୋଲାକୃତି (ଯଥା—ନିତମ୍ୱ ବିମ୍ୱ) — ୪. Roundness; rotundity.
୫. ମୂର୍ତ୍ତି— ପ୍ରତିମୂର୍ତ୍ତି —୫. Image; likeness.
୬. କୃକଳାସ; ଏଣ୍ଡୁଅ —୬. Chameleon.
୭. କିଇଁଚି କାକୁଡ଼ି ଫଳ —୭. The fruit of Memordica Memodelpha creeper.
୮. ସୂର୍ଯ୍ୟ (ହିନ୍ଦୀ - ଶ.) —୮. The sun.
୯. ଉଜ୍ଜ୍ୱଳତା; ଦୀପ୍ତି (ହିନ୍ଦୀ - ଶ.) —୯. Lustre.
୧. କମଣ୍ଡଳୁ (ହିନ୍ଦୀ - ଶ.) —୧୦. A wooden water- pot carried by anchorites.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦର୍ପଣ —୧. Looking glass.


[ଉ—ବାଳାର, ବିମ୍ୱଗଣ୍ଡଚିତ୍ର ଅନାଇ ଭଞ୍ଜ. ବୈଦେହୀଶବିଳାସ]

୨. ବୃତ୍ତ —୨. A circle.

[ଉ—ବିମ୍ୱ ବେଷ୍ଟନ ନୋହିଲା ବର୍ଣ୍ଣ ଭାବେଟି କାଟି ଦେଇ ଭଞ୍ଜ. ବୈଦେହୀଶବିଳାସ]