ବିମ୍ୱସାର
ବୌଦ୍ଧନରପତି ବିଶେଷ —Name of a Buddhist king.
[ଦ୍ରଷ୍ଟବ୍ୟ —ଏ ଅଜାତଶତ୍ରୁଙ୍କ ପିତା ଓ ଗୌତମ ବୁଦ୍ଧଙ୍କ ସମକାଳୀନ ମଗଧରାଜା ଥିଲେ ଏ ପ୍ରଥମେ ଶାକ୍ତ ଥିଲେ, ପରେ ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ—ହିନ୍ଦୀ - ଶ.]