ବିମ୍ୱା
ଦେଖଣା
ବିମ୍ୱା
ଉଚ୍ଚାରଣ
[ସମ୍ପାଦନା]ବିମ୍ୱିକା, ବିମ୍ୱୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ବିମ୍ୱ+ ଆ)
[ସମ୍ପାଦନା]- ୧. କଇଁଚିକାକୁଡ଼ି ଲତା ଓ ଫଳ — ୧. A creeper and its fruit; Memordica Menodelpha.
- ୨. ଜଳବୁବ୍ୱଦ —୨. Water bubble.
- ୩. ଚନ୍ଦ୍ର ବା ସୂର୍ଯ୍ୟର ମଣ୍ଡଳ —୩. The disc of the sun or of the moon.
=== ଦେଶଜ - ବିଶେଷ୍ୟ -
(ଅନାଦରାର୍ଥକ) ବିମ୍ୱାଧରର ଡ଼ାକ ନାମ —A name for calling Bimbādhara.