ବିମ୍ୱାଧର
ଦେଖଣା
ବିମ୍ୱାଧର
ଉଚ୍ଚାରଣ
[ସମ୍ପାଦନା](ବିମ୍ୱାଧରା—ସ୍ତ୍ରୀ) (ବିମ୍ୱାଧରୀ—ଦେଶଜ - ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ବିମ୍ୱାଧର
|
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବିମ୍ୱ=ପାଚିଲା କଇଁଚିକାକୁଡ଼ି + ଅଧର)
[ସମ୍ପାଦନା]ପକ୍ୱବିମ୍ୱ ପରି ରଙ୍ଗବର୍ଣ୍ଣ ଓଷ୍ଠବିଶିଷ୍ଟ — Having bright red lips.
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]ଲୋକଙ୍କ ନାମ —A name given to males.
[ଉ—ରିଖଲା ମନ ବିମ୍ୱାଧରୀ ଧରି ରେ—ସଙ୍ଗୀତ]