Jump to content

ବିଯମ

ଉଇକିଅଭିଧାନ‌ରୁ

ବିଯମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଯମ୍ ଧାତୁ=ନିବୃତ୍ତ କରିବା+ଭାବ. ଅ)

[ସମ୍ପାଦନା]
୧. ସଂଯମ; ଇନ୍ଦିୟଦମନ — ୧. Self restraint; self control; controlling one's passions.
୨. ନିବୃତ୍ତ —୨. Cessation; stoppage.
୩. (+କର୍ମ.ଅ)ଯାତନା — ୩. Pain; agony.