Jump to content

ବିଯାତ

ଉଇକିଅଭିଧାନ‌ରୁ

ବିଯାତ

ଉଚ୍ଚାରଣ

[ସମ୍ପାଦନା]
(ବିଯାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି=ନିଷେଧ+ଯାତ=ଈପ୍ସିତ; ଯେ ନିଷିଦ୍ଧ ବିଷୟ ପ୍ରତି ଇଚ୍ଛା କରେ)

[ସମ୍ପାଦନା]
୧. ଧୃଷ୍ଟ; ପ୍ରଗଳ୍ପ —୧. Audacious; impudent.
୨. ନିର୍ଲ୍ଲଜ୍ଜ —୨. Shameless.
୩. ଅଶିଷ୍ଟ; ଅଭଦ୍ର —୩. Impolite; rube.