Jump to content

ବିଯୁକ୍ତ

ଉଇକିଅଭିଧାନ‌ରୁ

ବିଯୁକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ ଯୁଜ୍ ଧାତୁ+ କର୍ମ. ତ)

[ସମ୍ପାଦନା]
୧. ବିରହିତ —୧. Bereft of; destitute of.
୨. ବିଚ୍ଛିନ୍ନ —୨. Separated.
୩. ତ୍ୟକ୍ତ —୩. Left; abandoned.
୪. ବ୍ୟବକଳିତ; ବିଶ୍ଳିଷ୍ଟ —୪. Subtracted; minus.