Jump to content

ବିଯୋଜିତ

ଉଇକିଅଭିଧାନ‌ରୁ

ବିଯୋଜିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଯୁଜ୍ ଧାତୁ ଣିଚ୍+ କର୍ମ. ତ)

[ସମ୍ପାଦନା]
୧. ବିଚ୍ଛେଦ ପ୍ରାପିତ —୧. Caused to be sepa ted.
୨. ବିଶ୍ଳିଷ୍ଟ —୨. Disunited.
୩. ଶୂନ୍ୟୀ— କୃତ —୩. Deserted vacated.
୪. ବିରହିତ — ୪. Destitute.