ବିରକ୍ତ
ଦେଖଣା
ବିରକ୍ତ
ଉଚ୍ଚାରଣ
[ସମ୍ପାଦନା](ଅନୁରକ୍ତ—ବିପରୀତ)
[ବିରକ୍ତା—ସ୍ତ୍ରୀ]
[ବିରକ୍ତତା—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ରନ୍ଜ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଅନନୁ— ରକ୍ତ —୧. Unattached.
- ୨. ଅସନ୍ତୁଷ୍ଟ — ୨. Dissatisfied; vexed.
- ୩. କ୍ଳିଷ୍ଟ —୩. Troubled.
- ୪. ବୈରାଗ୍ୟଯୁକ୍ତ; ଉଦା— ସୀନ —୪. Averse to worldly ties; having renounced worldly connections.
- ୫. ବିରତ ୫. Desisted.
- ୬. (+ କର୍ମ ତ) ପରିତ୍ୟକ୍ତ — ୬. Forsaken.
- ୭. ପ୍ରବୀଣ —୭. Experienced.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚିଡ଼ଲ; ଚିଡ଼ିଚିଡ଼ା —୧. Irritable, surly.
- ୨. ଦହଗଞ୍ଜ — ୨. Bothered; annoyed; teased.