ବିରକ୍ତିଆ
ଦେଖଣା
ବିରକ୍ତିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିରକ୍ତିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବିରକ୍ତିଜନକ —୧. Producing annoyance or disgust; disgusting.
- ୨. ଯେ ବିରକ୍ତ କରେ —୨. Annoying; teasing.
- ୩. ମନର କଷ୍ଟଦାୟକ —୩. Troblesome
- ୪. ଚିଡ଼ିଚିଡ଼ିଆ; ଚିଡ଼ଲ୍ —୪. Surely; chafing.
- ୫. ମନୋବେଦନା ଯୁକ୍ତ —୫. Anguished; troubled.