ବିରକ୍ତିକର
ଦେଖଣା
ବିରକ୍ତିକର
ଉଚ୍ଚାରଣ
[ସମ୍ପାଦନା](ବିରକ୍ତିଜନକ, ବିରକ୍ତିପ୍ରଦ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିରକ୍ତିକର
|
[ବିରକ୍ତିକରୀ—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - (ବିରକ୍ତି+ କୃ ଧାତୁ+କର୍ତ୍ତୃ; ଅ)
[ସମ୍ପାଦନା]ବୈରାଗ୍ୟ ଜନକ —Producing aversion or indifference to the world.
ଦେଶଜ - ବିଶେଷଣ -
[ସମ୍ପାଦନା]ଯାହା ମାନସିକ କଷ୍ଟ ଦିଏ; ମନୋବେଦନା ଦାୟକ —Annoying; troublesone; grievous.