ବିରକ୍ତ ଲାଗିବା
ଦେଖଣା
ବିରକ୍ତ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିରକ୍ତ ଲାଗିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିରକ୍ତି ବୋଧ ହେବା —Feeling of annoyance or disgust; ennui.
[ଯଥା—ଖାଲି ବସିରହିବାଯୋଗୁଁ ମୋତେ ଭାରୀ ବିରକ୍ତ ଲାଗିଲାଣି]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବିରକ୍ତି ଜାତକରିବା —To cause annoyance or tedium.
(ଯଥା—ଖାଲି ବସିରହିବା ମୋତେ ଭାରି ବିରକ୍ତି ଲାଗେ)