Jump to content

ବିରଚନୀୟ

ଉଇକିଅଭିଧାନ‌ରୁ

ବିରଚନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ରଚ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ବିରଚିତ ହେବା ଯୋଗ୍ୟ —Fit to be composed or constructed.
୨. ଯାହା ରଚିତ ହେବ —୨. About to be composed.