ବିରଚିତ
ଦେଖଣା
ବିରଚିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ରଚ୍ ଧାତୁ+କର୍ମ, ତ)
[ସମ୍ପାଦନା]- ୧. ନିର୍ମିତ —୧. Built; constructed.
- ୨. ରଚିତ; ପ୍ରଣୀତ —୨. Composed.
- ୩. ଚିତ୍ରିତ —୩. Delineated; pictured.
- ୪. ଗ୍ରଥିତ —୪. Arranged or laid in order.
- ୫. ବର୍ଣ୍ଣିତ —୫. Described
ସଂସ୍କୃତ - ବିଶେଷ୍ୟ - (+ ଭାବ. ତ)
[ସମ୍ପାଦନା]ରଚନା —Composition.
(ଉ—ଦବିଷ୍ଠ ଏ କଷ୍ଟ ଯାକ ହେବ ଅଷ୍ଟ ଦୁର୍ଗ ନାଥର ଏ ବିରଚିତ କବିସୂର୍ଯ୍ୟ କିଶୋରୀଚମ୍ପୀ ଦ ଗୀତ)