Jump to content

ବିରଚିବା

ଉଇକିଅଭିଧାନ‌ରୁ

ବିରଚିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ବିରଚନ)

[ସମ୍ପାଦନା]
୧. ନିର୍ମାଣ କରିବା — ୧. To build; to construct.
୨. କହିବା — ୨. To speak; to utter.

(ଉ—ଏପରି ନବଘନ ଶ୍ୟାମ ଚାଟୁ ବିରଚି ଲଭୁଁ ବିରାମ କବିସୂର୍ଯ୍ୟ ସଙ୍ଗୀତ)

୩. (ପ୍ରବନ୍ଧାଦି) ରଚନା କରିବା —୩. To compose.

(ଉ—ବାଚ ପଦେ ଏ ଚ୍ଛାନ୍ଦ ମନୋହର, ବିରଚେ ଉପଇନ୍ଦ୍ର ବୀରବର ଭଞ୍ଜ ବୈଦେହୀଶବିଳାସ)

୪. ଗ୍ରଥନ କରିବା —୪. To arrange in order.
୫. ବର୍ଣ୍ଣନ କରିବା —୫. To describe.
୬. ଚିତ୍ରଣ କରିବା —୬. To draw up; to delin eate.
୭. ସମ୍ପାଦନ କରିବା —୭. To do.

(ଉ—ବଞ୍ଚିନ ବିଧିକି ବିରଚିବାର ମୁଞ୍ଚ ଧନ! ମୁଁ ପରିଚାର କବିସୂର୍ଯ୍ୟ ସଙ୍ଗୀତ)