Jump to content

ବିରଚୟିତା

ଉଇକିଅଭିଧାନ‌ରୁ

ବିରଚୟିତା

ଉଚ୍ଚାରଣ

[ସମ୍ପାଦନା]
(ବିରଚୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଲିଙ୍ଗ - (ବି+ରଚ୍ ଧାତୁ+କର୍ତ୍ତୃ, ତୃ; ୧ମା. ୧ବ.)

[ସମ୍ପାଦନା]
୧. ନିର୍ମାତା —୧. Builder.
୨. ପ୍ରଣେତା —୨. Composer; author.
୩. ଚିତ୍ରକ —୩. Painter.
୪. ବର୍ଣ୍ଣନାକାରୀ — ୪. Describer.