Jump to content

ବିରଚ(ନା)

ଉଇକିଅଭିଧାନ‌ରୁ

ବିରଚ(ନା)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ରଚ୍ ଧାତୁ+ଭାବ ଅନ;+ଅ)

[ସମ୍ପାଦନା]
୧. ଗଢ଼ା; ନିର୍ମାଣ —୧. Building; construction.
୨. (ପ୍ରବନ୍ଧ, କବିତା ଆଦିର) ରଚନ; ପ୍ରଣୟନ — ୨. Composing (of books, poems etc.).
୩. ଗ୍ରଥନ; ସୁସଂସ୍ଥାପନ —୩. Composition; orderly arrangement.
୪. ଚିତ୍ରଣ —୪. Delineation.