ବିରଜ
ଦେଖଣା
ବିରଜ
ଉଚ୍ଚାରଣ
[ସମ୍ପାଦନା](ବିରଜା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ ରଜଃ)
[ସମ୍ପାଦନା]- ୧. ନିର୍ମଳ; ସଫା — ୧. Neat and clean.
(ଉ—ବିରଜ ବସ୍ତ୍ର ପରିଧାନ ସୁସ୍ନିଗ୍ଧ ମୁଖ ଶୋଭାବନ ଜଗନ୍ନାଥ ଭାଗବତ)
- ୨. ଧୂଳି ଶୂନ୍ୟ —୨. Free from dust (Apte).
- ୩. କ୍ରୋଧାଦି ରିପୁର ଅବଶୀଭୂତ —୩. Not swayed by passions (Apte).
- ୪. ନିର୍ଦ୍ଦୋଷ —୪. Faultless.
- ୫. ରଜୋଗୁଣରହିତ —୫. Free from Rajoguṇa.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଷ୍ଣୁ —୧. Bishṇu.
- ୨. ଶିବ — ୨. Ṡiba.