Jump to content

ବିରଜସ୍କା

ଉଇକିଅଭିଧାନ‌ରୁ

ବିରଜସ୍କା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବିରଜସ୍କ+ଆ)

[ସମ୍ପାଦନା]
୧. ବିରଜସ୍କର ସ୍ତ୍ରୀ ଲିଙ୍ଗ — ୧. Feminine of Birajaska.
୨. ଯେଉଁ ସ୍ତ୍ରୀର ଋତୁସ୍ରାବ ରହିତ ହୋଇଅଛି —୨. (a woman) Whose menstrual discharge has ceased.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଯେଉଁ ବର୍ଷିୟସୀ ସ୍ତ୍ରୀର ଋତୁସ୍ରାବ ବାହିତ ହୋଇଅଛି —A woman of advanced age in whom the menstrual secretion has ceased.