Jump to content

ବିରଜା ମଣ୍ଡଳ

ଉଇକିଅଭିଧାନ‌ରୁ

ବିରଜା ମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୁରାଣମତେ ପୁରୁଷୋତ୍ତମଠାରୁ ଯାଜପୁର ପର୍ଯ୍ୟନ୍ତ ଅଞ୍ଚଳ —୧. (according to the Purāṇas) The tract of country extending from puri to Jaipur in Orissa.
୨. ଯାଜପୁର ଅଞ୍ଚଳ —୨. The country round Jajpur.

(ଉ—ବିରଜାମଣ୍ଡଳେ ଯେତେ ବୀରପଲ୍ଲୀ ରାଧାନାଥ. ନନ୍ଦିକେଶ୍ୱରୀ)

[ଦ୍ରଷ୍ଟବ୍ୟ —ପୁରାଣମତେ ଦକ୍ଷଙ୍କର ଯଜ୍ଞ ଭଙ୍ଗ ପରେ ସତୀଙ୍କର ମୃତଦେହର ଅଂଶ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିବାରୁ ୫୧: ପୀଠ ଓ ୨୭: ଉପପୀଠର ସୃଷ୍ଟି ହୋଇଥିଲା ସତୀଙ୍କର ନାଭି ଉତ୍କଳରେ (ପୁରୀ ବା ଯାଜପୁରରେ) ପଡ଼ିଥିଲା ପୀଠତଳେ ନୋଟ୍ ଦେଖ]