Jump to content

ବିରଞ୍ଚି

ଉଇକିଅଭିଧାନ‌ରୁ

ବିରଞ୍ଚି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି=ବିବିଧ ଅର୍ଥାତ୍ ବିବିଧ ପ୍ରାଣୀ+ରଚ୍ ଧାତୁ ସୃଷ୍ଟି କରିବା+କର୍ତ୍ତୃ. ଇ; ଯେ ପୃଥିବୀର ପ୍ରାଣୀଙ୍କୁ ସୃଷ୍ଟି କରିଅଛନ୍ତି)

[ସମ୍ପାଦନା]

ବ୍ରହ୍ମା —Brahmā.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୂର୍ଯ୍ୟ —The sun.

(ଉ—ପ୍ରାଚୀଦିଗରେ ବିରଞ୍ଚି ଉଦୟେ, ଉନ୍ନିଦ୍ର କାମୀ ସୁଖେ ନିଦ୍ରାଯାଏ ପ୍ରତାପ ଶଶିସେଣା)