Jump to content

ବିରତ

ଉଇକିଅଭିଧାନ‌ରୁ

ବିରତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ବି+ରମ୍ ଧାତୁ+ କର୍ତ୍ତୃ. ତ)

[ସମ୍ପାଦନା]
୧. କ୍ଷାନ୍ତ; ନିବୃତ୍ତ ୧. Stopped; ceased from; desisted.
୨. ପରାଙ୍ନୁଖ; ବିମୁଖ —୨. Averse.
୩. ଭ୍ରାନ୍ତ — ୩. Erring; mistaken.