Jump to content

ବିରଥୀ

ଉଇକିଅଭିଧାନ‌ରୁ

ବିରଥୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିରଥ)

[ସମ୍ପାଦନା]
୧. ରଥଚ୍ୟୁତ —୧. Deprived of a war-chariot; unseated.

[ଉ—ପାଣ୍ଡବ ସୂତମାନେ ସମସ୍ତେ ମହାରଥୀ କେ ତାହାଙ୍କୁ କରିବ ମୋହର ବିରଥୀ କୃଷ୍ଣସିଂହ ମହାଭାରତ ବନ]

୨. ସାରଥି ହୀନ — ୨. Deprived of a charioteer.,

[ଉ—ମୋହ ଯାଇଣ ରାବଣ ହୋଇଲେ ବିରଥୀ, ଦେଖି ମନେ ମନେ ବିଚାରନ୍ତି ଦାଶରଥୀ ବିଶ୍ୱନାଥ, ବିଚିତ୍ରରାମାୟଣ]