ବିରଳ
ଦେଖଣା
ବିରଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି=ପୃଥକ୍+ରା ଧାତୁ=ହେବା+କର୍ତ୍ତୃ. ଅଳ)
[ସମ୍ପାଦନା]- ୧. ଅନିବାଡ଼; ଛଡ଼ାଛଡ଼ା; ଫାଙ୍କଫାଙ୍କିଆ —୧. Thin; loose; sparse.
- ୨. ଶିଥିଳ; ହୁଗୁଳା —୨. Slack;relaxed.
- ୩. ବ୍ୟବହିତ —୩. Interposed.
- ୪. ଅଳ୍ପ —୪. Few; small; little.
- ୫. ନିର୍ଜନ —୫. Lonely; secluded.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନିର୍ଜନ ସ୍ଥାନ —୧. A secluded place.
- ୨. ଦଧି —୨. Curd.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସୁନ୍ଦର—୧. Beautiful. [ଉ—ବିରଳ ଅଙ୍ଗୁଳି ନିଶ୍ଚେ ଚମ୍ପାକଳୀ ଶିରୀଷ କୋମଳ ଦେହ ଭଞ୍ଜ.ବୈଦେଶିକ - ହୀଶବବିଳାସ]
- ୨. ସ୍ପଷ୍ଟ —୨. Distinct.
[ଉ—ବିରଳ ଗନ୍ଧର୍ବଗାନେ ଖ୍ୟାତି ସାର ସ୍ୱର ଭଞ୍ଜ.ବୈଦେହୀଶବିଳାସ]