ବିରସ ମୁଖ
ଦେଖଣା
ବିରସ ମୁଖ
ଉଚ୍ଚାରଣ
[ସମ୍ପାଦନା](ବିରସବଦନ—ଅନ୍ୟରୂପ)
ବିରସମୁଖୀ,ବିରସବଦନାଅନ୍ୟରୂପ
(ବିରସବଦନୀ—ଦେଶଜ - ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବିରସ+ମୁଖ)
[ସମ୍ପାଦନା]ଯାହାର ମୁହଁ ବିଷଣ୍ଣ ବା ଶୁଖିଲା ଦେଖାଯାଏ — Having a dejected countenance.
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]ବିଷଣ୍ଣ ବଦନ; ଶୁଖିଲା ମୁହଁ —Sad face; dejected countenance