Jump to content

ବିରହ

ଉଇକିଅଭିଧାନ‌ରୁ

ବିରହ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ରହ୍ ଧାତୁ=ତ୍ୟାଗ କରିବା+ଭାବ. ଅ)

[ସମ୍ପାଦନା]
୧. ବିଚ୍ଛେଦ —୧. Separation.
୨. ବିୟୋଗ —୨. Bereavement.
୩. ପ୍ରେମିକ ପ୍ରେମିକାଙ୍କର ପରସ୍ପର—ଠାରୁ ଅନ୍ତରରେ ରହିବା ବା ଅନୁପସ୍ଥିତ — ୩. Separation between lovers.
୪. ତ୍ୟାଗ —୪. Relinquishment; abandoment.
୫. ଅଭାବ —୫. Want.
୬. ଶୃଙ୍ଗାର ରସର ବିରହୀ ବ୍ୟକ୍ତିର ଅବସ୍ଥା ବିଶେଷ —୬. The state of mind and body of a separated lover during and progress of love
୭. ନ ଘଟିବା ଅବସ୍ଥା —୭. Case of a thing not happening of coming to pass.

[ଉ—ଘଟନା ବିରହରେ, ଅବଶ୍ୟ ତ ଜହରେ, ତୋ ଘେନି ଆତ୍ମାଘାତୀ ହୋଇଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂଘ ଗୀତ]