Jump to content

ବିରହୋତ୍କଣ୍ଠିତା

ଉଇକିଅଭିଧାନ‌ରୁ

ବିରହୋତ୍କଣ୍ଠିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

କାବ୍ୟାଦିରେ କାତର ସ୍ତ୍ରୀ —A lady suffering from agony due to separation from her lover.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପ୍ରିୟବିରଦ ଯୋଗୁଁ ଜର୍ଜରିତା — (a woman) Suffering agony on account of teparation from her lover or husband.