ବିରହ ଦଶା
ଦେଖଣା
ବିରହ ଦଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଚ୍ଛେଦ ଘଟିବା ପ୍ରେମିକ ପ୍ରେମିକା— ଙ୍କଠାରେ ଲକ୍ଷିତ କ୍ରମିକ ବିଭିନ୍ନ ଅବସ୍ଥା —The different stage which separated lovers pass successively through.
[ଦ୍ରଷ୍ଟବ୍ୟ —ଏହା ଦଶବିଧି—ଅଭିଳାଷ, ଚିନ୍ତା; ସ୍ମୃତି, ଗୁଣ କଥନ, ଉଦ୍ୱେଗ, ସମ୍ପ୍ରଳାପ, ଉନ୍ନାଦକ, ବ୍ୟାଧି, ଜଡ଼ତା ଓ ଶେଷକୁ ମୃତ୍ୟୂ]