Jump to content

ବିରାଜମାନ

ଉଇକିଅଭିଧାନ‌ରୁ

ବିରାଜମାନ

ଉଚ୍ଚାରଣ

[ସମ୍ପାଦନା]
(ବିରାଜମାନା—ସ୍ତ୍ରୀ) 

ସଂସ୍କୃତ - ବିଣପୁଲିଙ୍ଗ - (ବି+ ରାଜ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଶୋଭମାନ; ଦୀପ୍ତି ବିଶିଷ୍ଟ —୧. Shining; splendid.
୨. ବିରାଜିତ; ଉପସ୍ଥିତ;' ବିଦ୍ୟ— ମାନ —୨. Present.