Jump to content

ବିରାଜମାନ ହେବା

ଉଇକିଅଭିଧାନ‌ରୁ

ବିରାଜମାନ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିରାଜମାନ କରିବା—ଗ୍ରାମ୍ୟରୂପ)

ଦେଶଜ - କ୍ରିୟାପଦ - (ଦେବତା, ରାଜା ଓ ମାନ୍ୟ ବ୍ୟକ୍ତିଙ୍କ ପ୍ରତି ପ୍ରଯୋଜ୍ୟ)

[ସମ୍ପାଦନା]
୧. ବିଜେ କରିବା;ଉପସ୍ଥିତ ହେବା —୧. To be present.
୨. ଉପବେଶନ କରିବା —୨. To sit.
୩. ଯିବା —୩. To go.
୪. ଆସିବା —୪. To come.

[ଦ୍ରଷ୍ଟବ୍ୟ —ବିରାଜମାନ ସଂସ୍କୃତ ବିଶେଷଣ ପଦ ଅଟେ ଓ 'ବିରାଜମାନ ହେବା' ଶୁଦ୍ଧ ପ୍ରୟୋଗ ଅଟେ; କିନ୍ତୁ ଲୋକେ ବିରାଜମାନ କରିବା ଭୂଲରେ ବ୍ୟବହାର କରନ୍ତି]