Jump to content

ବିରାଜି

ଉଇକିଅଭିଧାନ‌ରୁ

ବିରାଜି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି=ପକ୍ଷୀ+ରାଜି=ସମୂହ)

[ସମ୍ପାଦନା]

ପକ୍ଷୂମାନେ; ପକ୍ଷୀ ସମୂହ — Birds; a flock or brood of birds.

(ଉ—ବିରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ, ରାଜୀବ ରାଜୀବ— ନୟନା ତଥି ଖେଳା କରଇ ଭଞ୍ଜ. ଲାବଣ୍ୟବତୀ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିରାଦର (ଦେଖ) - — ୧. Birādara (See)
୨. ସମୂହ —୨. Multitude.

(ଉ—ବିଚି ବିରାଜିକୁ ଶିଖାଏ ସରିତ, ଧନୁବାକୁ ବନ୍ଦୀ— ସମାଧି—ସଙ୍ଗୀତ ଅଜୟଚନ୍ଦ୍ର ଶେଷ ବନ୍ଦୀ ଭାରତୀ)