Jump to content

ବିରାଟନଗର

ଉଇକିଅଭିଧାନ‌ରୁ

ବିରାଟନଗର

ଉଚ୍ଚାରଣ

[ସମ୍ପାଦନା]

ବିରାଟପୁର(ରୀ), ବିରାଟନଗରୀ, ବିରାଟ ରାଜଧାନୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ବିରାଟଦେଶର ରାଜଧାନୀ —The capital of the ancient kindom of Birāṭa.

[ଦ୍ରଷ୍ଟବ୍ୟ —ନେପାଳ ରାଜ୍ୟର ଦକ୍ଷିଣ ସୀମା ଓ ପୂର୍ଣ୍ଣଆଜିଲ୍ଲାରେ ସୀମାନ୍ତ ପ୍ରଦେଶରେ ନେପାଳର ଯୋଗବାଣୀ ସହପ ନିକଟରେ ବିରାଟନଗର ବୋଲି ଗୋଟିଏ ସହର ଅଛି ଏହା ଗୋଟିଏ ବାଣିଜ୍ୟସ୍ଥଳୀ ସ୍ଥାନୀୟ ଜନଶ୍ରୁତି ଓ କେତେକ ଭଗ୍ନାବ— ଶେଷରୁ ଲୋକ ଏହାକୁ ପ୍ରାଚୀନ ବିରାଟ ରାଜଧାନୀ ବୋଲି କହନ୍ତି]