ବିରାଟ ଦେଶ
(ବିରାଟରାଜ୍ୟ—ଅନ୍ୟରୂପ)
ମହାଭାରତୋକ୍ତ ମତ୍ସ୍ୟଦେଶ (ଯେଉଁଠାରେ ପାଣ୍ଡବମାନେ ପ୍ରଚ୍ଛନ୍ନଭାବରେ ଆଶ୍ରୟ ନେଇଥିଲେ); ଆଧୁନିକ ଉତ୍ତରବଙ୍ଗର ବଗୁଡ଼ା ସନ୍ନିହିତ ପ୍ରାଚୀନ ଦେଶବିଦେଶ —Name of an ancient kindom in the north of Bengal.