Jump to content

ବିରାଟ ପର୍ବ

ଉଇକିଅଭିଧାନ‌ରୁ

ବିରାଟ ପର୍ବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମହାଭାରତର ୧୮: ପର୍ବ ମଧ୍ୟରୁ ଏକତମ —One the ୧୮ books of the Mahābhārata.

[ଦ୍ରଷ୍ଟବ୍ୟ —ଏଥିରେ ପାଣ୍ଡବମାନେ ବିରାଟ ରାଜାଙ୍କ ଆଶ୍ରୟ ନେବା ବିଷୟ ବର୍ଣ୍ଣିତ ହୋଇଅଛି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭୟାନକ କାଣ୍ଡ —୧. A kind; a serious state of affairs
୨. ମହା ଆଡ଼ମ୍ୱରପୂର୍ଣ୍ଣ ବିଷୟ —୨. A grand display.