ବିରାଟ ରୂପ
ଦେଖଣା
ବିରାଟ ରୂପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବିରାଟକାୟା, ବିରାଟମୂର୍ତ୍ତି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିଶାଳ ଶରୀର —Gigantic body
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାଟକାୟ; ବିଶାଳମୂର୍ତ୍ତି —Gigantic.
[ଦ୍ରଷ୍ଟବ୍ୟ —ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥ ଚାଳକ ସାରଥୀ ଶ୍ରୀକକୃଷ୍ଣ ଅର୍ଜୁନଙ୍କୁ ଭଗବଦ୍ଗୀତା ଉପଦେଶ ଦେଉଥିବା ସମୟରେ ଆପଣାର ଯେଉଁ ସର୍ବବ୍ରହ୍ମାଣ୍ଡବ୍ୟାପୀ ବିଶାଳରୂପ ବା ବିଶ୍ୱରୂପ ଦେଖାଇଥିଲେ, ଗୀତାର ୧୧ଶ ଅଧ୍ୟାୟରେ ତାହା ବିସ୍ତାରିତରୂପେ ବର୍ଣ୍ଣିତ ହୋଇଅଛି]