Jump to content

ବିରାଡ଼ିଆ

ଉଇକିଅଭିଧାନ‌ରୁ

ବିରାଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ବିରାଡ଼ିସମ୍ୱନ୍ଧୀୟ —Relating to the cat; feline.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିରାଡ଼ି ପରି ମାଟିଆ ରଙ୍ଗର ଏକପ୍ରକାର ଛୋଟ ନିର୍ବିଷ ସାପ; ମାଟିବିରାଡ଼ିଆ ସାପ —୧. A species of earth-coloured small snake having no posion.

[ଦ୍ରଷ୍ଟବ୍ୟ —ଏମାନେ ନିର୍ବିଷ ଓ ଉଣାହୀନ; ଲମ୍ୱରେ ହାତେ ପର୍ଯ୍ୟନ୍ତ ବଢ଼ନ୍ତି]

୨. ଗୋରୁ— ମାନଙ୍କୁ ଧରିବା ଏକପ୍ରକାର ଶରଦି ରୋଗ —୨. A cattle disease; catarrh.

[ଦ୍ରଷ୍ଟବ୍ୟ —ଏଥିରେ ଗୋରୁଙ୍କ ଗଳାରୁ ଘୁଡ଼ୁ ଘୁଡ଼ୁ ଶବ୍ଦ ବାହାରେ]

୩. ବବାଛୁରୀମାନଙ୍କୁ ଧରିବା ଏକପ୍ରକାର କଣ୍ଡୂ ରୋଗ —୩. a wasting disease attacking calves. eczema eczema on the tail of calves.