Jump to content

ବିରାଡ଼ି ଆମ୍ପୂଡ଼ା

ଉଇକିଅଭିଧାନ‌ରୁ

ବିରାଡ଼ି ଆମ୍ପୂଡ଼ା

ଉଚ୍ଚାରଣ

[ସମ୍ପାଦନା]

ବିରାଡ଼ି ଆଞ୍ଚୁଡ଼ା, ବିରାଡ଼ି ରାମ୍ପୁଡ଼ାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିରାଡ଼ିର ନଖଦ୍ୱାରା ଶଯ୍ୟା ବା କାନ୍ଥ ଆଦି ରାମ୍ପୁଡ଼ିବା —Scratching of a cat with the nails of its paw.