Jump to content

ବିରାଦର

ଉଇକିଅଭିଧାନ‌ରୁ

ବିରାଦର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବିପଦର୍, ତୁଳ, ଇଂ ବ୍ରଦର୍; ଲାଟୀନ୍, ଫ୍ରାଟର୍ ଗ୍ରୀକ୍. ଫ୍ରାତର୍)

[ସମ୍ପାଦନା]
୧. ଭାଇଆ; କୁଟୁମ୍ୱୀ ବ୍ୟକ୍ତି —୧. An agnatic relation.
୨. ଦୂର ସମ୍ପର୍କୀୟ କୁଟୁମ୍ୱୀ —୨. Distant agnate.
୩. କୌଣସି ଅଫିସ୍ ବା କାରଖାନାରେ ସର୍ଦ୍ଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବ୍ୟକ୍ତିଗଣ —୩. Subordinates working under the headman in an office or workshop.
୪. ରାଜବଂଶୀୟ ଓ ରାଜାଙ୍କର କୁଟୁମ୍ୱୀ ବ୍ୟକ୍ତି —୪. An agnate of a Raja's family.
୫. ଏକଜାତି ବା ଏକ ସମାଜର ଅନ୍ତର୍ଭୂକ୍ତ ବ୍ୟକ୍ତିମାନେ —୫. Members of the same caste or social group.