Jump to content

ବିରାଦ୍ଧ

ଉଇକିଅଭିଧାନ‌ରୁ

ବିରାଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ବିରାଦ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି=ରାଧ୍ ଧାତୁ=ଅପକାର କରିବା; ପୀଡ଼ା ଦେବା+କର୍ମ. ତ)

[ସମ୍ପାଦନା]
୧. ଅପକୃତ —୧. Injured.
୨. ଉତ୍ପୀଡ଼ିତ; ଅତ୍ୟାଚାରିତ —୨. Oppressed.
୩. ଅବମାନିତ —୩. Insulted.
୪. କୋପାନ୍ନିତ;କ୍ରୁଦ୍ଧ —୪. Enraged.