Jump to content

ବିରାଦ୍ଧା

ଉଇକିଅଭିଧାନ‌ରୁ

ବିରାଦ୍ଧା

ଉଚ୍ଚାରଣ

[ସମ୍ପାଦନା]
(ବିରଦ୍ଧ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ରାଧ୍ ଧାତୁ=ଅପକାର କରିବା ଇତ୍ୟାଦି +କର୍ତ୍ତୃ ତୃ; ବିରଦ୍ଧା ଶବ୍ଦର ୧ମା. ୧ବ)

[ସମ୍ପାଦନା]
୧. ଅପମାନ କାରକ —୧. Insulting.
୨. ଉତ୍ପୀଡ଼କ —୨. Oppressive.
୩. ଅପକାରକ —୩. Indurious

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବିରାଦ୍ଧର ସ୍ତ୍ରୀଲିଙ୍ଗ —Feminine of Birāddha.