Jump to content

ବିରାମ କାଳ

ଉଇକିଅଭିଧାନ‌ରୁ

ବିରାମ କାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍;ବିରାମ+କାଳ)

[ସମ୍ପାଦନା]
୧. ବିଶ୍ରାମକାଳ —୧, Time of rest.
୨. ଅବସର— କାଳ —୨. Leisure.
୩. ଛୁଟି —୩. vacatīon;a recess.