Jump to content

ବିରାଳାକ୍ଷ

ଉଇକିଅଭିଧାନ‌ରୁ

ବିରାଳାକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ବିରାଳାକ୍ଷୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବିରାଳ+ଅକ୍ଷି)

[ସମ୍ପାଦନା]

ବିରାଡ଼ି ପରି ଫକ୍କା ଚକ୍ଷୂବିଶିଷ୍ଟ; ଚିଲା ଆଖିଆ —Cat-eyed.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଚଣ୍ଡୀପୁରାଣୋକ୍ତରାକ୍ଷାସ ବିଶେଷ —Name of a demon.