Jump to content

ବିରିକତିଆ

ଉଇକିଅଭିଧାନ‌ରୁ

ବିରିକତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଣ—(ସଂସ୍କୃତ - ବିରକ୍ତି କର)

[ସମ୍ପାଦନା]
୧. ବିରକ୍ତିପୂର୍ଣ୍ଣ —୧. Full of displeasure.
୨. ବିରକ୍ତିଜନକ —୨. Causing displeasure; vexatious.

(ଯଥା, ଏ କାମ ଭାରି ତିରିକତିଆ ଲାଗୁଛି)

୩. ତୁଚ୍ଛା ବସି ରହିବା ଯୋଗୁଁ ଅବସାଦଜନକ —୩. Tedious.