Jump to content

ବିରିଣା

ଉଇକିଅଭିଧାନ‌ରୁ

ବିରିଣା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -[ଫାରାସୀ - ବେରୁନା=ବାହାରର; ଫାରାସୀ - ବେଗାନା]

[ସମ୍ପାଦନା]
୧. ପର; ଅନାତ୍ମୀୟ [ବ୍ୟକ୍ତି] —୧. Not related toone's self.
୨. ନିଃସମ୍ପର୍କୀୟ [ଲୋକ] —୨. Having no connection; unconnected.
୩. ଅନ୍ୟ ବ୍ୟକ୍ତିର —୩. Belonging to another person.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତି —୧. Another person.
୨. ନିଃସମ୍ପର୍କୀୟ ବ୍ୟକ୍ତି —୨. An outsider; stranger.