ବିରିସାଇବା
ଦେଖଣା
ବିରିସାଇବା
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - କ୍ରିୟାପଦ - (ସଂସ୍କୃତ - ବିରସ)
[ସମ୍ପାଦନା]- ୧. ବିରକ୍ତ ହେବା; ଅନୁରାଗ— ରହିତ ହେବା —୧. To be displeased or vexed with a person.
(ଉ—ତା ମନ ୟା ଠେଇଁ ବିରିସେଇଗଲା କୁନ୍ତଳାକୁମାରୀ. ନଅତୁଣ୍ଡୀ)
- ୨. ଏକ ବ୍ୟକ୍ତିର ମନକୁ ଅନ୍ୟ ବ୍ୟକ୍ତି ପ୍ରତି ଅପ୍ରସନ୍ନ କାରାଇବା —୨. To cause a person to be estranged from another.