ବିରି ଉପଡ଼ା
ଦେଖଣା
ବିରି ଉପଡ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବ୍ରୀହି+ଉତ୍ପାଟନ)
[ସମ୍ପାଦନା]ବିରି ଛୁଇଁମାନେ ଗଛରେ ସ୍ୱପକ୍ ହୋଇ ଶୁଖି ଗଲେ ବିରି ଆମଦାନି କରିବା ପାଇଁ ସେହି ଗଛମାନଙ୍କୁ ଓପାଡ଼ିବା — The uprooting of the Biri plants for harvesting.
[ଦ୍ରଷ୍ଟବ୍ୟ —ବିରିଗୁଳ୍ମକୁ ଓପାଡ଼ି ଆଣି ଖରାରେ ଶୁଖାଇ ତାକୁ ବେଙ୍ଗଳା ପକାନ୍ତି, କିମ୍ୱା ବିରି ଛୁଇଁମାନଙ୍କୁ ବାଉଁଶ ଠେଙ୍ଗାରେ ବାଡ଼ଆନ୍ତି; ତାହା ହେଲେ ବିରି ଶସ୍ୟ ମାନ ଛୁଇଁରୁ ବାହାରି ପୃଥକ୍ ହୋଇ ଯାଏ; ବିରି ଛୁଇଁର ଶସ୍ୟ ବିହୀନ ଖୋସାମାନଙ୍କୁ ବିରି ବୋତି ବୋଲା ଯାଏ]