Jump to content

ବିରି ଓଳିଆ

ଉଇକିଅଭିଧାନ‌ରୁ

ବିରି ଓଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିରିକୁ ବାନ୍ଧି କରି ରଖିବା ପାଇଁ ପ୍ରସ୍ତୁତ କୁଟାର ପୁଡ଼ା —Packet made of straw for strong Biri grain.

[ଉ—ଏତେ ଖାଇ ନ ପୂରିଲା ପେଟ, ବିରି ଓଳିଆରେ ମାରୁଛି ହାତ ତଗ]