ବିରି ପିଠା
ଦେଖଣା
ବିରି ପିଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିରି ପିଠା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ରୀହି ପିଷ୍ଟକ)
[ସମ୍ପାଦନା]ବିରିକୁ ରଗଡ଼ି ପାଣିରେ ବତୁରାଇ ଚୋପା ଛଡ଼ାଇ ବାଟି ତହିଁରେ କରାଯିବା ପିଷ୍ଟକ —Cake made Biri-paste.
[ଦ୍ରଷ୍ଟବ୍ୟ —ବିରି ବଟାରେ ନାନାପ୍ରକାର ପିଠା ତିଆରି ହୁଏ ଯଥା—ବିରି ଲଡ଼ୁ, ବିରିବଡ଼ା ବା ବିରି ବରା, ଝିଲି ଜିଲିବୀ, ଇଣ୍ଡୁରି ବା ଏଣ୍ଡୁରି ବିରି ବଟାରେ ଚାଉଳ ବାଟା ମିଶାଇ କିମ୍ୱା କେବଳ ବିରି ବଟାରେ ମଧ୍ୟ ପିଠା ତିଆରି ହୁଏ ବିରି ବଟାକୁ କିଛି ସମୟ ରଖି ଦେଲେ ତାହା ଫୁଲିଯାଏ ଓ ତାହାକୁ ବହୁବାର ହାତରେ ଘାଣ୍ଟିଲେ (ଫେଣାଇଲେ) ତାହା ଫେନିଳ ଓ ହାଲୁକା ହୁଏ; ଫେଣିଆ ହୋଇଥିବା ବିରି ବଟାର ପିଠା ଛିଦ୍ରମୟ ହୁଏ]